ତ୍ରାଟକ Trāṭaka

  • ସଂ. ବି — ଯୋଗର ଷଟ୍ କର୍ମରୁ ଷଷ୍ଠ କର୍ମ ବା ସାଧନା — The joga exercise of concentrating the vision on a fixed point
  • ସଂ. ବି — [ଦ୍ର—ଏଥିରେ ଅନିମେଷ ନୟନରେ ବହୁକ୍ଷଣ ପର୍ଯ୍ୟନ୍ତ ଗୋଟଏ ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ ଦୃଷ୍ଟି ରଖିବାକୁ ଅଭ୍ୟାସ କରା ଯାଏ।]