ତୋଷିବା Toshibā

  • ଦେ. (ପଦ୍ଯ) କ୍ରି.—(ସଂ. ତୋଷି ଧାତୁ) — ସନ୍ତୁଷ୍ଟ କରିବା — To gratify; to please
  • ଦେ. (ପଦ୍ଯ) କ୍ରି.—(ସଂ. ତୋଷି ଧାତୁ) — ତୋ ଶ୍ରବଣ ତୋଷିବ ରମ୍ୟ ଶିଞ୍ଜିତ; ବୀଣାଝଙ୍କାରଗଞ୍ଜି ମଧୁ ସଙ୍ଗୀତ। ରାଧାନାଥ ମେଘଦୂତ।
  • ଦେ. (ପଦ୍ଯ) କ୍ରି.—(ସଂ. ତୋଷି ଧାତୁ) — (ସଂ. ତୁଷ୍ ଧାତୁ)—ତୁଷ୍ଟ ହେବା — To be pleased or gratified
  • ଦେ. (ପଦ୍ଯ) କ୍ରି.—(ସଂ. ତୋଷି ଧାତୁ) — ଯେ ଯାହା ସୁଖେ ପୟ ନେଲେ ସର୍ବେ ତୋଷିଲେ ମହୀସ୍ଥଳେ। ଜଗନ୍ନାଥ. ଭାଗବତ।