ତୋହମତି Tohamati
- ବୈଦେ. ବି (ଆ. ତୋହମତ୍) — ମିଥ୍ୟା ଅଭିଯୋଗ — False charge against a person
- ବୈଦେ. ବି (ଆ. ତୋହମତ୍) — ମିଥ୍ୟା ଅପବାଦ; ମିଥ୍ୟା କଳଙ୍କ — False imputation or scandal
- ବିଣ — ମିଥ୍ୟା ଅପବାଦଯୁକ୍ତ — False and defamatory; scandalous
- କ୍ରି. ବିଣ — ବୃଥା — To no purpose; in vain
- କ୍ରି. ବିଣ — (ଯଥା—ପିଲାଟା ପାଠପଢ଼ା ଛାଡ଼ି ଦିନ ରାତି ତୋହୋମତ୍ ବୁଲୁଛି।)
- କ୍ରି. ବିଣ — ସର୍ବଦା; ଦିବାନିଶି — Day and night; incessantly