ତୋଷାଲି Toshāli

  • ଦେ. ବି. (ନାମ) — ପ୍ରାଚୀନ ଉତ୍କଳର ରାଜଧାନୀବିଶେଷ — Name of the capital of ancient Utkal (Orissa) from the 4th B. C. to the 15th century A. D
  • ଦେ. ବି. (ନାମ) — [ଦ୍ର—ଏହା ଖ୍ରୀଷ୍ଟପୂର୍ବ 400 ରୁ 1500 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିଖ୍ୟାତ ଥିଲା। ଏହା ଧଉଳି ପାହାଡ଼ ଓ ଖଣ୍ଡଗିରି ପାହାଡ଼ ଏବଂ ଭୁବନେଶ୍ୱରର ନିକଟବର୍ତ୍ତୀ ଥିଲା। ଏହା ପ୍ରାଚୀନ ଉତ୍କଳର ସମୃଦ୍ଧିଶାଳୀ ରାଜଧାନୀ ଥିଲା। ଅଶୋକ କଳିଙ୍ଗ ଜୟ କରିବା ପରେ ତୋଷାଲିରେ ତାଙ୍କର ଗୋଟିଏ ପୁତ୍ରକୁ ଶାସନକର୍ତ୍ତା ନିଯୁକ୍ତ କରିଥିଲେ—(ପୁରୀ ଡିଷ୍ଟ୍ରିକ୍ଟ ଗେଜେଟିଅର ଓ କୃପାସିନ୍ଧୁ ଉତ୍କଳ ଇତିହାସ।)] — [ଦ୍ର—ଏହା ଖ୍ରୀଷ୍ଟପୂର୍ବ400ରୁ1500ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିଖ୍ୟାତ ଥିଲା ଏହା ଧଉଳି ପାହାଡ଼ ଓ ଖଣ୍ଡଗିରି ପାହାଡ଼ ଏବଂ ଭୁବନେଶ୍ୱରର ନିକଟବର୍ତ୍ତୀ ଥିଲା ଏହା ପ୍ରାଚୀନ ଉତ୍କଳର ସମୃଦ୍ଧିଶାଳୀ ରାଜଧାନୀ ଥିଲା ଅଶୋକ କଳିଙ୍ଗ ଜୟ କରିବା ପରେ ତୋଷାଲିରେ ତାଙ୍କର ଗୋଟିଏ ପୁତ୍ରକୁ ଶାସନକର୍ତ୍ତା ନିଯୁକ୍ତ କରିଥିଲେ—(ପୁରୀ ଡିଷ୍ଟ୍ରିକ୍ଟ ଗେଜେଟିଅର ଓ କୃପାସିନ୍ଧୁ ଉତ୍କଳ ଇତିହାସ)]