ତୋଷିତା Toshitā

  • ଦେ. ବିଣ. (ପ୍ରାଚୀନ ପଦ୍ଯ) — ତୁଷ୍ଟ — Pleased
  • ଦେ. ବିଣ. (ପ୍ରାଚୀନ ପଦ୍ଯ) — ବହୁରୂପା ନଳିନୀ ତାର ଧାରିରେ ସୀତା, ବିକାଶିତ ରୁଚିରେ ସେ ସମସ୍ତ ତୋଷିତା। ଭଞ୍ଜ. ବୈଦେହୀଶବିଳାସ।