ତୋଷାମଦ Toshāmada

  • ବୈଦେ. ବି. (ଫା. ଖୁସ୍ ଆମଦ; ତୁଳ. ସଂ. ତୋଷ +ଆମୋଦ) — ଖୁସାମତ; ଖୋସାମଦ; ଅନ୍ୟର ମନ ଜଗେଇବା; ମନରଖା; ଚାଟୁକ୍ତି — Flattery
  • ବୈଦେ. ବି. (ଫା. ଖୁସ୍ ଆମଦ; ତୁଳ. ସଂ. ତୋଷ +ଆମୋଦ) — ଚାଟୁକ୍ତି; ପରର ମନଜଗା କଥା — Flattering words