ତୋହମତିଆ Tohamatiā
- ବୈଦେ. ବିଣ — ବୃଥା — Vain; fruitless; useless
- ବୈଦେ. ବିଣ — (ଯଥା—ମୁଁ ତୋହମତିଆ କଥାଗୁଡ଼ାକ ଶୁଣିବାକୁ ଇଚ୍ଛା କରୁ ନାହିଁ।)
- ବୈଦେ. ବିଣ — ମିଥ୍ୟା ଅଭିଯୋଗକାରୀ — Making false charges against a person
- ବୈଦେ. ବିଣ — ମିଥ୍ୟା ଅପବାଦ ପ୍ରଚାରକ (ବ୍ଯକ୍ତି) — Propagating malicious gossip
- ବୈଦେ. ବିଣ — ମିଥ୍ୟା ଅପବାଦଯୁକ୍ତ (ବିଷୟ, ବାକ୍ୟ) — Scandalous