ତେଷଠି Teshaṭhi

  • ଦେ. ବି. ଓ ବିଣ.—(ସଂ. ତ୍ରିଷଷ୍ଠି; ପ୍ରା. ତ୍ରିସଟ୍ଠି) — 63 ସଂଖ୍ୟା — 63ସଂଖ୍ୟା—63
  • ଦେ. ବି. ଓ ବିଣ.—(ସଂ. ତ୍ରିଷଷ୍ଠି; ପ୍ରା. ତ୍ରିସଟ୍ଠି) — ଷାଠିଏ ଅପେକ୍ଷା 3 ଅଧିକ ସଂଖ୍ୟା — ଷାଠିଏ ଅପେକ୍ଷା3ଅଧିକ ସଂଖ୍ୟା—Sixty-three