ତେଲୁଣୀ ବସା Teluṇī basā
- ଦେ. ବି. — ବିବାହର ଏକ ବା ଦୁଇ ଦିନ ପୂର୍ବରୁ ଯେଉଁ ଦିନ ପିଠା ତିଆରି ହେବା ପାଇଁ ସର୍ବ ପ୍ରଥମେ ତେଲୁଣୀ ମଙ୍ଗୁଳା ଯାଇ ଚୁଲିରେ ବସାଯାଏ; ହାଣ୍ଡି ମଙ୍ଗୁଳା — A ceremony (generally on the day previous to the marriage) in which the frying pan is formally set on the oven to fry cakes for the feast