ତେସ୍ତରୀ Testarī

  • ଦେ. ବି. ଓ ବିଣ (ସଂ. ତ୍ରିସପ୍ତରି; ପ୍ରା. ତିସତ୍ତତି; ତିହତ୍ତରି) — ସତୁରି ଅପେକ୍ଷା ତିନି ବେଶି — 73; Seventy-three
  • ଦେ. ବି. ଓ ବିଣ (ସଂ. ତ୍ରିସପ୍ତରି; ପ୍ରା. ତିସତ୍ତତି; ତିହତ୍ତରି) — ଧନୁଟାଏ ଧରିଣ କର୍ଣ୍ଣଙ୍କର ପିଣ୍ଡ, କାଟିବାକୁ ବିନ୍ଧିଲେ ତେସ୍ତରୀଟି କାଣ୍ଡ। କୃଷ୍ଣସିଂହ. ମହାଭାରତ ଦ୍ରୋଣ।