ତେହାତି Tehāti

  • ଦେ. ବିଣ — (ସଂ. ତ୍ରିହସ୍ତ)—ତିନିହାତ ପରିମିତ — Three cubits long
  • ବି. — ତିନିହାତ ପରିମାଣ — Length of three cubits
  • ବି. — ମନୁଷ୍ୟର ତିନିପୁରୁଷ — Three generations of a person