ତୁଷିତ Tushita

  • ସଂ. ବି (ତୁଷ୍ ଧାତୁ+ସଂଜ୍ଞାର୍ଥେ ଇତ) — ଗଣଦେବତା— ବିଶେଷ — Name of a class of collective Dieties
  • ସଂ. ବି (ତୁଷ୍ ଧାତୁ+ସଂଜ୍ଞାର୍ଥେ ଇତ) — [ଦ୍ର—ଏ ଗଣଦେବତାମାନେ ସଂଖ୍ୟାରେ 12 ଅଟନ୍ତି ଓ ମନ୍ୱନ୍ତର ଅନୁସାରେ ଏମାନେ ଆପଣା ଆପଣା ଭିତରେ ନାମ ବଦଳା— ବଦଳି କରନ୍ତି—ହି. ଶବ୍ଦସାଗର] — [ଦ୍ର—ଏ ଗଣଦେବତାମାନେ ସଂଖ୍ୟାରେ12ଅଟନ୍ତି ଓ ମନ୍ୱନ୍ତର ଅନୁସାରେ ଏମାନେ ଆପଣା ଆପଣା ଭିତରେ ନାମ ବଦଳା— ବଦଳି କରନ୍ତି—ହି. ଶବ୍ଦସାଗର]
  • ସଂ. ବି (ତୁଷ୍ ଧାତୁ+ସଂଜ୍ଞାର୍ଥେ ଇତ) — ବିଷ୍ଣୁ (ହି. ଶବ୍ଦସାଗର) — A name of Bishṇu
  • ସଂ. ବି (ତୁଷ୍ ଧାତୁ+ସଂଜ୍ଞାର୍ଥେ ଇତ) — ବୈଦ୍ଧ ଶାସ୍ତ୍ରୋକ୍ତ ସ୍ୱର୍ଗବିଶେଷ — Name of a heaven of the Buddhists