ତୁଷ୍ଟିମାନ୍ Tushṭimān

  • ସଂ. ବିଣ (ତୁଷ୍ଟି+ଅଛି ଅର୍ଥେ ମତ୍) — ସନ୍ତୋଷଯୁକ୍ତ — Contented
  • ବି. (ଭାଗବତ) ଉଗ୍ରସେନର ପୁତ୍ର; କଂସର ଭାଇ (ଅନ୍ୟନାମ ତୁଷ୍ଟି) — A brother of king 'Kaṁsa'