ତୁଷ୍ଟି Tushṭi

  • ସଂ. ବି (ତୁଷ ଧାତୁ+ଭାବ. ତି) — ସନ୍ତୋଷ — Contentment
  • ସଂ. ବି (ତୁଷ ଧାତୁ+ଭାବ. ତି) — ତୃପ୍ତି — Gratification; satisfacation
  • ସଂ. ବି (ତୁଷ ଧାତୁ+ଭାବ. ତି) — [ଦ୍ର—ସାଂଖ୍ୟ ମତରେ ତୁଷ୍ଟିକୁ ଆଧ୍ୟାତ୍ମିକ 4 ପ୍ରକାର ଓ ବାହ୍ୟିକ 5 ପ୍ରକାର, ଏପରି 9 ଶ୍ରେଣୀରେ ବିଭକ୍ତ କରାଯାଇଅଛି, ହି. ଶ. ସା] — [ଦ୍ର—ସାଂଖ୍ୟ ମତରେ ତୁଷ୍ଟିକୁ ଆଧ୍ୟାତ୍ମିକ4ପ୍ରକାର ଓ ବାହ୍ୟିକ5ପ୍ରକାର, ଏପରି9ଶ୍ରେଣୀରେ ବିଭକ୍ତ କରାଯାଇଅଛି, ହି. ଶ. ସା]
  • ସଂ. ବି (ତୁଷ ଧାତୁ+ଭାବ. ତି) — ଆନନ୍ଦ; ହର୍ଷ — Pleasure; gladness
  • ସଂ. ବି (ତୁଷ ଧାତୁ+ଭାବ. ତି) — କଂସର ଆଠ ଭାଇ ମଧ୍ୟରୁ ଏକ (ହି. ଶବ୍ଦସାଗର) — One of the eight 8 brother of king Kaṁsa
  • ସଂ. ବି (ତୁଷ ଧାତୁ+ଭାବ. ତି) — ତନ୍ତ୍ରୋକ୍ତ ଷୋଡ଼ଶମାତୃକା ମଧ୍ୟରୁ ଏକତମା — The name of one of the mother Goddesses of the Tantras