ତୁଷ୍ଟ Tushṭa

  • ସଂ. ବିଣ (ତୁଷ. ଧାତୁ+କର୍ତ୍ତୃ. ତ) — ଆହ୍ଲାଦିତ; ଆନନ୍ଦିତ — Gladdened
  • ସଂ. ବିଣ (ତୁଷ. ଧାତୁ+କର୍ତ୍ତୃ. ତ) — ତୃପ୍ତ — Gratified; pleased
  • ସଂ. ବିଣ (ତୁଷ. ଧାତୁ+କର୍ତ୍ତୃ. ତ) — ସନ୍ତୁଷ୍ଟ — Satisfied; content