ତୁଷାର ଶିଖର Tushāra ṡikhara

  • ସଂ. ବି (ବହୁବ୍ରୀହି; ତୁଷାର+ଶିଖର) — ତୁଷାର ଗିରି (ଦେଖ) — Tushāra giri (See)
  • ସଂ. ବିଣ — ଯେଉଁ ପର୍ବତର ଶୃଙ୍ଗ ତୁଷାରାବୃତ — Snow-topped (mountain)