ତୀରସ୍ଥ Tīrastha

  • ସଂ. ବିଣ. (ତୀର+ସ୍ଥା ଧାତୁ+କର୍ତ୍ତୃ. ଅ) — ତୀରବର୍ତ୍ତୀ (ଦେଖ) — Tīrabarttī (See)
  • ସଂ. ବିଣ. (ତୀର+ସ୍ଥା ଧାତୁ+କର୍ତ୍ତୃ. ଅ) — ଆସନ୍ନମୃତ୍ୟୁ — Dying; about to die