ତୀରନ୍ଦାଜ Tīrandāja

  • ବୈଦେ. ବି. (ଫା) — ଶରନିକ୍ଷେପକ ସୈନ୍ୟ — Archer
  • ବୈଦେ. ବି. (ଫା) — ଘେନି କମାଣ କନ୍ଧରେ ତୁଣୀର କେତେ ତୀରନ୍ଦାଜ ହେଲେ ବାହାର—ବ୍ରଜନାଥ, ସମରତରଙ୍ଗ ।