ତୀର Tīra

  • ସଂ. ବି. (ତୀର୍ ଧାତୁ+କର୍ତ୍ତୃ. ଅ) — କୂଳ — Shore
  • ସଂ. ବି. (ତୀର୍ ଧାତୁ+କର୍ତ୍ତୃ. ଅ) — ନୈକଟ୍ୟ — Vicinity
  • ସଂ. ବି. (ତୀର୍ ଧାତୁ+କର୍ତ୍ତୃ. ଅ) — ଟିଣ; ଧାତୁବିଶେଷ — Tin (metal)
  • ସଂ. ବି. (ତୀର୍ ଧାତୁ+କର୍ତ୍ତୃ. ଅ) — ସୀସା — Lead
  • ସଂ. ବି. (ତୀର୍ ଧାତୁ+କର୍ତ୍ତୃ. ଅ) — ପ୍ରାନ୍ତ; ଧାର — Edge; brim
  • ଦେ. ବି. (ଆଧୁନିକ ପ୍ରୟୋଗ) — ତୀର ଆକୃତିବିଶିଷ୍ଟ ଚିହ୍ନ (ଯଥା—⸕) — Arrow-mark
  • ଦେ. ବି. (ଆଧୁନିକ ପ୍ରୟୋଗ) — [ଦ୍ର—ନଦୀର ସ୍ରୋତର ଦିଗ କିମ୍ବା ଅନ୍ଯ କୌଣସି ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ପୁସ୍ତକାଦିରେ ଓ ନକ୍ସାରେ ଏପରି ଚିହ୍ନ ଦିଆ ଯାଇଥାଏ ।]
  • ବୈଦେ. ବି. (ଫା) — କାଣ୍ଡ; ଶର; ବାଣ — Arrow
  • ବୈଦେ. ବି. (ଫା) — [ଦ୍ର—ପଞ୍ଚଦଶୀ ଆଦି କେତେକ ବେଦାନ୍ତ ଗ୍ରନ୍ଥରେ ଏ ଶବ୍ଦର ଏହି ଅର୍ଥ ମିଳେ, କିନ୍ତୁ ଏହି ଫାରସୀ ଶବ୍ଦ—ହି. ଶବ୍ଦସାଗର ।]