ତୀର୍ଣ୍ଣ Tīrṇṇa

  • ସଂ. ବିଣ (ତୃ ଧାତୁ=ପାର ହେବା+କର୍ତ୍ତୃ. ତ) — ଉତ୍ତୀର୍ଣ୍ଣ; ପାରଗତ — Having crossed or passed; having got over
  • ସଂ. ବିଣ (ତୃ ଧାତୁ=ପାର ହେବା+କର୍ତ୍ତୃ. ତ) — ଅଭିଭୂତ — Overcome
  • ସଂ. ବିଣ (ତୃ ଧାତୁ=ପାର ହେବା+କର୍ତ୍ତୃ. ତ) — ଆପ୍ଳୁତ; ସ୍ନାତ — Flooded; irrigated; wetted; bathed