ତୀରବର୍ତ୍ତୀ Tīrabarttī
- ସଂ. ବିଣ. (ତୀର+ବୃତ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ନଦୀ ଆଦିର କୂଳରେ ଅବସ୍ଥିତ — Situated on the bank
- ସଂ. ବିଣ. (ତୀର+ବୃତ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ନିକଟବର୍ତ୍ତୀ — Adjacent
- ସଂ. ବିଣ. (ତୀର+ବୃତ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ନଦୀ ଆଦିର କୂଳରେ ଉପସ୍ଥିତ — 4. Present on the shore