ତାଡ଼ ଗଛ Tāṟḍ̠a gachha

  • ଦେ. ବି — ତାଡ଼ ପ୍ରକ୍ରିୟାଦ୍ୱାରା ଉତ୍ପାଦିତ ଗଛ — Trees raised from seedlings
  • ଦେ. ବି — ଯେଉଁ ଗଛର ମଞ୍ଜିକୁ ତାଡ଼ ପକାଇ ନୂଆ ଗଛ ଜନ୍ମାନ୍ତି — The trees, seeds from which produce well-grown and fruitful trees
  • ଦେ. ବି — [ଦ୍ର—ଅତି ପାକଳ ବା ଡେଙ୍ଗା ସୁଫଳନ୍ତି ନଡ଼ିଆ ଓ ତାଳ ଆଦି ଗଛର ଫଳରୁ ତାଡ଼ ପାଇଁ ମଞ୍ଜି ରଖାଯାଏ। ମାତ୍ର ଗୁଆର ଅଳ୍ପ ବୟସ୍କ ବା ବାଙ୍ଗର ଗଛ ଫଳକୁ ମଞ୍ଜି ରଖାଯାଏ।]