ତାଟିଫିଟା Tāṭiphiṭā

  • ଗ୍ରା. (ଇତର) ବିଣ — (ଲକ୍ଷଣାର୍ଥ) (ଯେଉଁ ଲୋକ ବ୍ୟଭିଚାରାର୍ଥ ପରଘରର ତାଟି ଫିଟାଇ ପଶେ); ଯେଉ ପୁରୁଷ ବ୍ୟଭିଚାରରେ ଲିପ୍ତ ଥାଏ; ବ୍ୟଭିଚାରଲିପ୍ତ — Adulterous (male)