ତାଡ଼ ଜମେଇବା Tāṟḍ̠a jameibā
- ଦେ. କ୍ରି. — କୌଣସି ମଞ୍ଜିରୁ ତାଡ଼ ବା ରୋପଣଯୋଗ୍ୟ ଚାରା ଉତାରିବା ଉଦ୍ଦେଶ୍ୟରେ ମଞ୍ଜିକୁ ମାଟିରେ ପୋତିବା — To sow seeds in the ground for the purpose of raising seedlings
- ଦେ. କ୍ରି. — [ଦ୍ର—ନଡ଼ିଆ, ଗୁଆ ଆଦିର ମଞ୍ଜିକୁ ପ୍ରଥମେ ଭୂଇଁରେ ପୋତିଲେ ସେଥିରୁ ଗଜା ବାହାରେ। ଗଜାମାନ ଟିକିଏ ବଢ଼ିଗଲେ ତାହା ଅନ୍ୟତ୍ର ରୋପିତହୁଏ। ନଡ଼ିଆ, ଗୁଆ ପୁଲାଙ୍ଗ ଆଦିର ଛୋଟ ଗଛକୁ 'ତାଡ଼' ଓ କୋବୀ ଆଦିର ଗଛକୁ ଚାରା କୁହାଯାଏ; ଧାନର ଏପରି ଗଛକୁ ତଳୀ ବୋଲାଯାଏ।]