ତାଡ ପକେଇବା Tāṟḍ̠a pakeibā
- ଦେ. କ୍ରି. — କୌଣସି ମଞ୍ଜିରୁ ଗଜା ବାହାରି ଚାରା ଗଛ ହେଲେ ତାହା ରୋଇବା ଉଦ୍ଦେଶ୍ୟରେ ମଞ୍ଜି ପୋତିବା ବା ଲଗାଇବା — To sow or bury seeds in the ground for the purpose of rearing seedlings
- ଦେ. କ୍ରି. — ଶଗଡ଼ର ଏକ ପାଖର ବଳଦ ଅପର ପାଖକୁ ଠେଲି ଠେଲି ଚାଲିବା — (a bullock of a cart. To go on pushing to the opposite side)