ତାଳ ଖୋଳ Tāḻa khoḻa

  • ଦେ. ବି. (ସହଚର) — ଶ୍ରୀ ଚୈତନ୍ୟଦେବଙ୍କ ପ୍ରବର୍ତ୍ତିତ ନାମସଂକୀର୍ତ୍ତନରେ ବ୍ଯବହୃତ କରତାଳ ବା ଝାଞ୍ଜ ଓ ମୃଦଙ୍ଗ; ଖୋଳ କରତାଳ; ଝାଞ୍ଜମାଦଳ — Cymbals and drums used in chanting Saṁkīrtana hymns