ତାଳ ଖୋଳ ଟେକିଦେବା Tāḻa khoḻa ṭekidebā
- ଦେ. କ୍ରି — (ଗୁରୁ) ଶିଷ୍ୟମାନଙ୍କୁ ନାମ— ସଂକୀର୍ତ୍ତନ—ମନ୍ତ୍ର ବା ଗୌରମନ୍ତ୍ରର ଦୀକ୍ଷା ଦେଇ ସାରି ସେମାନଙ୍କୁ କୀର୍ତ୍ତନ ଶିଖାଇବା ପୂର୍ବରୁ ଖୋଳ କରତାଳ ପୂଜା କରି ସେମାନଙ୍କ ହାତରେ ଉକ୍ତ ବାଦ୍ୟ ଯନ୍ତ୍ରମାନ ସମର୍ପଣ କରିବା — (the teacher) To formally hand over the cymbals and drums to the disciples as a token of imparting the key to the chanting of hymns