ତାଳ ଖୋଷା Tāḻa khoshā

  • ଦେ. ବି. (ସଂ. ତାଳ ଓ କୋଷ) — ତାଳଗଛରୁ ବାହାରିବା ଫଳକୋଷ (ଯାହା ଫାଟିଯାଇ ତହିଁ ମଧ୍ୟରୁ ତାଳଫଳର ଚଅଁର ବାହାରେ) — The pod from which ultimately the bunch of palm fruits come out
  • ଦେ. ବି. (ସଂ. ତାଳ ଓ କୋଷ) — [ଦ୍ର—ନଡିଆଗଛର ଏହି ଫଳକୋଷକୁ ସୀପ କହନ୍ତି ।]