ତାଳ ଖୁଞ୍ଚ Tāḻa khun̄cha

  • ଦେ. ବି. — ତାଳ ବଜାଇବା ବ୍ଯକ୍ତିକୁ ପରାସ୍ତ କରିବା ନିମନ୍ତେ ବିଶେଷଜ୍ଞବ୍ଯକ୍ତିର ଗୀତର ତାଳମାନଙ୍କୁ କୌଶଳକ୍ରମେ ପରିବର୍ତ୍ତନ କରିବା — Dexterous change made by an expert in a song so that a musician cannot follow the measures thereof
  • ଦେ. ବି. — ତାଳ ଖୁଞ୍ଚା (ଦେଖ) — Tāḻa khun̄chā (See)