ତାଳ ଖାଇବା Tāḻa khāibā
- ଦେ. କ୍ରି. (ସଂ. ତାଳ; ତୁଳ. ଇଂ. ଟାଲ୍ଲୀ=ସମ୍ପୂର୍ଣ୍ଣ ରୂପେ ମେଳ ହେବା) — (ଘୋଡ଼ା, କକୁର ଆଦି) ଯୋଡ଼ ପଡ଼ିବା; (ପୁଂ ଓ ସ୍ତ୍ରୀ ପଶୁ) ପରସ୍ପର ସହିତ ସଙ୍ଗମ କରିବା — To cross; to pair; to couple (said of beasts.)
- ଦେ. କ୍ରି. (ସଂ. ତାଳ; ତୁଳ. ଇଂ. ଟାଲ୍ଲୀ=ସମ୍ପୂର୍ଣ୍ଣ ରୂପେ ମେଳ ହେବା) — (ଦୁଇଟି ବସ୍ତୁ) ପରସ୍ପର ସହିତ ମେଳ ଖାଇବା — To tally; to fit with each other
- ଦେ. କ୍ରି. (ସଂ. ତାଳ; ତୁଳ. ଇଂ. ଟାଲ୍ଲୀ=ସମ୍ପୂର୍ଣ୍ଣ ରୂପେ ମେଳ ହେବା) — (ଯଥା—ଦୁଇ ଜଣ ସାକ୍ଷୀଙ୍କ କଥା ତାଳ ଖାଉ ନାହିଁ।)