ତାଲିମ୍ Tālim
- ବୈଦେ. ବି. (ଆ. ତାଲୀମ୍) — ଶିକ୍ଷା; ଅଭ୍ୟାସାର୍ଥ ଉପଦେଶ — Training; coaching
- ବୈଦେ. ବି. (ଆ. ତାଲୀମ୍) — ଶିକ୍ଷାଦାନ — 2. Tuition; instruction; teaching
- ବୈଦେ. ବି. (ଆ. ତାଲୀମ୍) — ପ୍ରାଥମିକ ଶିକ୍ଷା — Primary instruction
- ବୈଦେ. ବି. (ଆ. ତାଲୀମ୍) — ରଙ୍ଗମଞ୍ଚରେ ଅଭିନୟ ପୂର୍ବରୁ ନର୍ତ୍ତକମାନଙ୍କର ପାଇବା ଅଭିନୟରେ ଶିକ୍ଷା — Rehearsal
- ବିଣ — ଶିକ୍ଷିତ — Trained; disciplined