ତାଲା ଦେବା Tālā debā

  • ଦେ. କ୍ରି — ଘରର କବାଟରେ କୋଲପ ପକାଇବା; ଦ୍ୱାରରେ କୋଲପ ଠୁଙ୍କି ଦ୍ୱାର ବନ୍ଦ କରିବା — To padlock a door; to lock up a door