ତାଲା ମୁଦ Tālā muda

  • ଦେ. ବି — କୌଣସି ଘରେ କୋଲପ ପଡ଼ି ତହିଁ ଉପରେ ଜଉ ଆଦିର ମୁଦ ବା ମୋହର ଦିଆଯିବା — Sealing of a door under lock