ତାଲୁକ Tāuka
- ବୈଦେ. ବି. (ଆ. ତଅଲ୍ଲୁକ୍) — ଭୂସମ୍ପତ୍ତି; ଜମିଦାରି ମାହାଲ — Estate; zamindari
- ବୈଦେ. ବି. (ଆ. ତଅଲ୍ଲୁକ୍) — ରାଜସ୍ୱ ଆଦାୟ ବା ଶାସନ ସୁବିଧା ନିମନ୍ତେ କରାଯାଇଥିବା ଦେଶର ବିଭାଗ — Fiscal sub-division
- ବୈଦେ. ବି. (ଆ. ତଅଲ୍ଲୁକ୍) — [ଦ୍ର—ଏହାର ସାଙ୍କେତିକ ଚିହ୍ନ। ତା।; ଯଥା—। ତା। ରଘୁନାଥପୁର= ତାଲୁକେ ରଘୁନାଥପୁର। ତାଲୁକ କେତେଗୁଡ଼ିଏ ପ୍ରଗନ୍ନାର ସମଷ୍ଟି।]