ତାଲୁକ ବୋଡ଼ Tāluka boṟḍ̠

  • ବୈଦେ. (ଆ. ତଅଲ୍ଲୁକ+ ଇଂ. ବୋର୍ଡ଼) ପ୍ରାଦେ. (ଗଞ୍ଜାମ) ବି — ସ୍ୱାୟତ୍ତଶାସନ ପ୍ରଣାଳୀଦ୍ୱାରା ପରିଚାଳିତ ମାନ୍ଦ୍ରାଜ ପ୍ରଦେଶର ଜିଲ୍ଲାର ସବ୍ଡ଼ିଭିଜନସ୍ଥ ବୋର୍ଡ଼; ମାନ୍ଦ୍ରାଜ ପ୍ରଦେଶସ୍ଥ ଲୋକାଲ ବୋର୍ଡ଼ — Local Boards in subdivisions of Madras