ତାରକସ୍ Tārakas

  • ଦେ. ବି (ସଂ. ତାର+ଫା. କଶ୍=ଓଟାରିବା ବ୍ଯକ୍ତି) — ଯେଉଁ ବ୍ଯକ୍ତି ଜନ୍ତା ସାହାଯ୍ଯରେ ଧାତୁର କାଢ଼ିରୁ ତାର ତିଆର କରେ — One who manufactures wire from metal rods
  • ଦେ. ବି (ସଂ. ତାର+ଫା. କଶ୍=ଓଟାରିବା ବ୍ଯକ୍ତି) — ଯେଉଁ କାରିଗର ତାରକସି କାମରେ ଅଳଙ୍କାର ଆଦି କରେ — A person who manufactures wire-work; a wire-worker