ତାରକାମୟ Tārakāmaya
- ସଂ. ବିଣ (ତାରକା+ବହୁଳାର୍ଥେ ମୟ) — ତାରକାରେ ପୂର୍ଣ୍ଣ — Full of stars; starry
- ସଂ. ବି. ( 6 ଷ୍ଠୀ ତତ୍ ବା ରୂପକ; ତାରକା+ ଆମୟ; ତାରକାସୁରର ବ୍ୟାଧିସ୍ୱରୂପ; ଏହାଙ୍କ ବୀର୍ଯ୍ୟରୁ ଉତ୍ପନ୍ନ କାର୍ତ୍ତିକେୟ ତାରକାସୁରକୁ ବଧ କରିଥିବାରୁ) — ଶିବ; ମହାଦେବ (ହି. ଶବ୍ଦସାଗର) — Ṡiba