ତାରକସି କାମ Tārakasi kāma

  • ଦେ. ବି—(ସଂ. ତାର+ଫା. କଶ୍=ଟାଣିବା+ସଂ. କର୍ମ) — ସୁନାରୂପାର ଅତି ସୂକ୍ଷ୍ମ ତାର ଦ୍ୱାରା କରାଯିବା କାରିଗରୀ — Filigree work