ତାରକାଶୋଭୀ Tārakāṡobhī
- ଦେ. ବିଣ ସ୍ତ୍ରୀ (ସଂ. ତାରକାଶୋଭିନ୍ ଶବ୍ଦର ସ୍ତ୍ରୀଲିଙ୍ଗ ତାରକାଶୋଭିନୀ) — ସୁନ୍ଦର ନୟନାବିଶିଷ୍ଟା — (a woman) Having charming eyes
- ଦେ. ବିଣ ସ୍ତ୍ରୀ (ସଂ. ତାରକାଶୋଭିନ୍ ଶବ୍ଦର ସ୍ତ୍ରୀଲିଙ୍ଗ ତାରକାଶୋଭିନୀ) — ତାରକାଶୋଭୀଠାରୁ ହୋଇ ମେଲାଣି ଗଲା ମାଳବ ଦେଶରେ। ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି।