ତାରକ ବ୍ରହ୍ମ Tāraka brahma

  • ସଂ. ବି. କ୍ଳୀ (ତାରକ+ବ୍ରହ୍ମନ୍, କର୍ମଧା) — ରାମତାରକ ମନ୍ତ୍ର (ଓଁ ରାମାୟ ନମଃ) — The mystic formula for worshipping Rāma
  • ସଂ. ବି. କ୍ଳୀ (ତାରକ+ବ୍ରହ୍ମନ୍, କର୍ମଧା) — ଶିବତାରକ ମନ୍ତ୍ର (ଓଁ ନମଃ ଶିବାୟ) — The mystic incantation for worshipping Ṣiba