ତସ୍କରୀ Taskarī

  • ସଂ. ବି. ସ୍ତ୍ରୀ (ତସ୍କର+ସ୍ତ୍ରୀ. ଈ) — କୋପନା ସ୍ତ୍ରୀ — A shrew
  • ସଂ. ବି. ସ୍ତ୍ରୀ (ତସ୍କର+ସ୍ତ୍ରୀ. ଈ) — ଚୋରଣୀ — A woman who steals