ତସଲା Tasalā

  • ବୈଦେ. ବି (ଫା. ତସ୍ତ+ଉର୍ଦ୍ଦୁଲା. ପ୍ରତ୍ୟୟ; ଉର୍ଦ୍ଦୁ. ତସ୍ଲା) — ପିତଳରେ ପ୍ରସ୍ତୁତ ଯେଉଁ ଗହିରିଆ ଥାଳୀରେ ରୁଟି ପାଇଁ ମଇଦା ଦଳାଯାଏ — A deep brass plate for kneading flour
  • ବୈଦେ. ବି (ଫା. ତସ୍ତ+ଉର୍ଦ୍ଦୁଲା. ପ୍ରତ୍ୟୟ; ଉର୍ଦ୍ଦୁ. ତସ୍ଲା) — ପିତଳର ଛୋଟ ହାଣ୍ଡି; ଚଉଡ଼ାମୁହାଁ ବଟୁଳି; ପିତଳର ବେଲା — A wide-mouthed brass cooking pot