ତସ୍ (ଧାତୁ) Tas (root)

  • ସଂ. ଅଳଂକୃତ କରିବା — To adorn
  • ସଂ. ଦର୍ଶନ କରିବା — To see
  • ସଂ. ଉତ୍ପ୍ରେକ୍ଷଣ କରିବା; ସାଗ୍ରହ ଦୃଷ୍ଟି କରିବା — To cast wistful or longing glance
  • ସଂ. ଉତ୍କ୍ଷେପଣ କରିବା; ଉପରକୁ ଫୋପାଡ଼ିବା — To throw up
  • ସଂ. ଉଠାଇବା — To lift up