ତସ୍ଦିଗ Tas-dig
- ବୈଦେ. ବି (ଆ. ତସଦୀକ୍) (କଚିରିଆ) — କୌଣସି ବିଷୟର ସତ୍ୟତା ସମ୍ବନ୍ଧେ ପ୍ରମାଣ ବା ସମର୍ଥନ — Verification
- ବୈଦେ. ବି (ଆ. ତସଦୀକ୍) (କଚିରିଆ) — କୌଣସି ବିଷୟର ସତ୍ୟତା ହାକିମଙ୍କ ଆଗରେ ପ୍ରମାଣସ୍ୱରୂପ ସ୍ୱୀକାର କରିବା; ଚିହ୍ନଟ — Attestation; identification
- ବୈଦେ. ବି (ଆ. ତସଦୀକ୍) (କଚିରିଆ) — କୌଣସି ଦଲିଲ ପରୀକ୍ଷା କରି ସେଥିରେ କରାଯିବା ହାକିମଙ୍କର ଦସ୍ତଖତ୍ — Countersignature of an authority on a document
- ବୈଦେ. ବି (ଆ. ତସଦୀକ୍) (କଚିରିଆ) — ସାକ୍ଷ୍ୟ; ଗଭେଇ — Testimony