ତସ୍କର Taskara
- ସଂ. ବି [ତତ୍=ସେହି, ଅର୍ଥାତ୍ ଅତି ନିନ୍ଦିତ କର୍ମ+କୃ ଧାତୁ+ କର୍ତ୍ତୃ. ଅ; ନିପାତନ; କିମ୍ବା ତସ୍ ଧାତୁ=ଉତ୍କ୍ଷେପ କରିବା+କୃ ଧାତୁ+କର୍ତ୍ତୃ. ଅ (ଶବ୍ଦକଳ୍ପଦ୍ରୁମ); ଅଥବା ତସ୍=ଉପକ୍ଷୟ, ବସ୍ତୁହାନି, ଚୋରି+କୃ ଧାତୁ+ କର୍ତ୍ତୃ. ଅ (ଜ୍ଞାନେନ୍ଦ୍ର. ବଙ୍ଗଳା ଅଭିଧାନ)] — ଚୋର; ଦତ୍ସ୍ୟ; ଅପହାରକ — Thief; lifter (as in cattle-lifter) pilferer
- ସଂ. ବି [ତତ୍=ସେହି, ଅର୍ଥାତ୍ ଅତି ନିନ୍ଦିତ କର୍ମ+କୃ ଧାତୁ+ କର୍ତ୍ତୃ. ଅ; ନିପାତନ; କିମ୍ବା ତସ୍ ଧାତୁ=ଉତ୍କ୍ଷେପ କରିବା+କୃ ଧାତୁ+କର୍ତ୍ତୃ. ଅ (ଶବ୍ଦକଳ୍ପଦ୍ରୁମ); ଅଥବା ତସ୍=ଉପକ୍ଷୟ, ବସ୍ତୁହାନି, ଚୋରି+କୃ ଧାତୁ+ କର୍ତ୍ତୃ. ଅ (ଜ୍ଞାନେନ୍ଦ୍ର. ବଙ୍ଗଳା ଅଭିଧାନ)] — ପୃକ୍କା ବା ପିଡ଼ଙ୍ଗ ଶାଗ — A kind of pot herb; Trigonella Corniculata
- ସଂ. ବି [ତତ୍=ସେହି, ଅର୍ଥାତ୍ ଅତି ନିନ୍ଦିତ କର୍ମ+କୃ ଧାତୁ+ କର୍ତ୍ତୃ. ଅ; ନିପାତନ; କିମ୍ବା ତସ୍ ଧାତୁ=ଉତ୍କ୍ଷେପ କରିବା+କୃ ଧାତୁ+କର୍ତ୍ତୃ. ଅ (ଶବ୍ଦକଳ୍ପଦ୍ରୁମ); ଅଥବା ତସ୍=ଉପକ୍ଷୟ, ବସ୍ତୁହାନି, ଚୋରି+କୃ ଧାତୁ+ କର୍ତ୍ତୃ. ଅ (ଜ୍ଞାନେନ୍ଦ୍ର. ବଙ୍ଗଳା ଅଭିଧାନ)] — ମଦନ ବୃକ୍ଷ; ମଏଣ (ଦେଖ) — Maeṇa (See)
- ସଂ. ବି [ତତ୍=ସେହି, ଅର୍ଥାତ୍ ଅତି ନିନ୍ଦିତ କର୍ମ+କୃ ଧାତୁ+ କର୍ତ୍ତୃ. ଅ; ନିପାତନ; କିମ୍ବା ତସ୍ ଧାତୁ=ଉତ୍କ୍ଷେପ କରିବା+କୃ ଧାତୁ+କର୍ତ୍ତୃ. ଅ (ଶବ୍ଦକଳ୍ପଦ୍ରୁମ); ଅଥବା ତସ୍=ଉପକ୍ଷୟ, ବସ୍ତୁହାନି, ଚୋରି+କୃ ଧାତୁ+ କର୍ତ୍ତୃ. ଅ (ଜ୍ଞାନେନ୍ଦ୍ର. ବଙ୍ଗଳା ଅଭିଧାନ)] — ଚୋର ନାମକ ଗନ୍ଧଦ୍ରବ୍ୟ; ଗଣ୍ଠିଅନା — A scented herb
- ସଂ. ବି [ତତ୍=ସେହି, ଅର୍ଥାତ୍ ଅତି ନିନ୍ଦିତ କର୍ମ+କୃ ଧାତୁ+ କର୍ତ୍ତୃ. ଅ; ନିପାତନ; କିମ୍ବା ତସ୍ ଧାତୁ=ଉତ୍କ୍ଷେପ କରିବା+କୃ ଧାତୁ+କର୍ତ୍ତୃ. ଅ (ଶବ୍ଦକଳ୍ପଦ୍ରୁମ); ଅଥବା ତସ୍=ଉପକ୍ଷୟ, ବସ୍ତୁହାନି, ଚୋରି+କୃ ଧାତୁ+ କର୍ତ୍ତୃ. ଅ (ଜ୍ଞାନେନ୍ଦ୍ର. ବଙ୍ଗଳା ଅଭିଧାନ)] — କର୍ଣ୍ଣ; କାନ — The ear