ତଲବାନା Talabānā
- ବୈଦେ. ବି. (ଫା) (କଚିରିଆ) — କଚେରିରେ ହାଜର ହେବା ପାଇଁ ପ୍ରତିବାଦିକୁ ବା ସାକ୍ଷୀଙ୍କୁ ତଲବ କରିବା ନିମନ୍ତେ ଆବଶ୍ୟକ ନିର୍ଦ୍ଧାରିତ ଅର୍ଥ ବା ଫିସ୍ — Talabana; process fees; fees required for calling for a person or a document
- ବୈଦେ. ବି. (ଫା) (କଚିରିଆ) — [ଦ୍ର—ଏ ଫାରସୀ ଶବ୍ଦ ଇଂରାଜିରେ ଚଳିଲାଣି।]