ତଲବ କରିବା Talaba karibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ହାଜର ହେବା ନିମନ୍ତେ ଡାକିବା — To call for a person to be produced before a superior
  • ଦେ. କ୍ରି — ସମନ କରିବା — To summon
  • ଦେ. କ୍ରି — ମଗାଇ ପଠାଇବା; — To send for
  • ଦେ. କ୍ରି — କୌଣସି ପଦାର୍ଥ ଦାବି କରିବା — To demand (a thing)