ତଲାଇ Talāi

  • ଦେ. ବି. (ସଂ. ତଳାଚୀ Apte)— ସରୁ ବୁଣା ବାଉଁଶ ପାତିଆର ଚାଞ୍ଚ; ଚାଞ୍ଚରା; ତଲାରି — Screen or matting made of bamboo-laths