ତଲୟ Talaya
- ଦେ. (ପ୍ରାଚୀନ ପଦ୍ଯ) ବି. (ସଂ. ତଲ୍ଲୟ) — ତହିଁରେ ଲୟ ବା ଧ୍ୟାନ — Concentration of one's attention on that (matter)
- ଦେ. (ପ୍ରାଚୀନ ପଦ୍ଯ) ବି. (ସଂ. ତଲ୍ଲୟ) — ଅନେକ ଏକ ହୁଅନ୍ତେଣ ଶେଷ ଏହି ରୂପକୁ ତଲୟେ ଅଭ୍ୟାସ। ପ୍ରାଚୀ. ଶିଶୁଶଙ୍କର. ଭଷାଅଭିଳାସ।
- ଗ୍ରା. ବି. (ସଂ. ତଳ) ତାଳି — Clapping of hands