ତଲବ ତାଗଦା Talaba tāga (gi)dā

  • ବୈଦେ. ବି (ଆ. ତଲବ୍ ଓ ତକାଜା କିମ୍ବା ତାକୀଦ୍) (ସହଚର) — ବାରମ୍ବାର ତଲବ; ତମ୍ବି— ତାଗିଦା — Repeated demands